ଅର୍ଥ : ପୋକ ଆଦିଙ୍କ ମୁଣ୍ଡରେ ମିଳୁଥିବା ଗୋଟିଏ ଅବା ଦୁଇଟି ଅତି ସମ୍ବେଦନଶୀଳ ଚଳମାନ ଉପାଙ୍ଗ ଯାହାକି ସ୍ପର୍ଶ ଏବଂ ସ୍ବାଦ ନିମନ୍ତେ ବିଶେଷ ରୂପେ ଏହା ସମ୍ବେଦନଶୀଳ ହୋଇଥାଏ
						 
						 
					
							ଉଦାହରଣ : 
							ଅସରପାର ଦୁଇଟି ଶୁଣ୍ଡା ଥାଏ
							
					
							ସମକକ୍ଷ : 
							ଏଁଣ୍ଟିନା, ଏଂଟିନା, ଶୁଣ୍ଡା
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
					
							
								
								
									
										
												One of a pair of mobile appendages on the head of e.g. insects and crustaceans. Typically sensitive to touch and taste.
												antenna, 
feeler