ଅର୍ଥ : ନୈତିକ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଆପଣ ନିଜେ ଅନୈତିକ ହୋଇ ଅନ୍ୟକୁ ନୈତକତାର ପାଠ ପଢ଼ାଇ ପାରିବେ ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
Concern with the distinction between good and evil or right and wrong. Right or good conduct.
moralityଅର୍ଥ : ଶିଖାଇବା ବା ଶିଖା ଯାଉଥିବା ହିତକଥା
							ଉଦାହରଣ : 
							ଆମ ମହାକାବ୍ୟରୁ ଆମକୁ ଏହି ଶିକ୍ଷା ମିଳେ ଯେ ସବୁବେଳେ ସତ୍ୟର ହିଁ ଜୟ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :