ଅର୍ଥ : ପକ୍ଷପାତରେ ଭରପୂର ହୋଇଥିବା ବା ଯେଉଁଥିରେ ପକ୍ଷପାତ କରାଯାଇଛି
							ଉଦାହରଣ : 
							ତାଙ୍କର ଭେଦଭାବଭରା ବ୍ୟବହାର ମୋତେ ଭଲ ଲାଗିଲାନାହିଁ
							
ସମକକ୍ଷ : ପାକ୍ଷପାତିକ, ଭେଦଭାବଭରା
ଅନ୍ୟ ଭାଷାରେ ଅନୁବାଦ :
पक्षपात से भरा हुआ या जिसमें पक्षपात किया गया हो।
उसका पक्षपातपूर्ण व्यवहार मुझे अच्छा नहीं लगा।