ଅର୍ଥ : ପଚରାଉଚରା କରିବା ପ୍ରକ୍ରିୟା (ବିଶେଷକରି କୌଣସି ଘଟନା ବିଷୟରେ)
							ଉଦାହରଣ : 
							ଏତେ ପଚରାଉଚରା ପରେ ବି କିଛି ଫାଇଦା ମିଳିଲା ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାକୁ ଅଟକାଇ ପ୍ରଶ୍ନପଚାରିବାର କ୍ରିୟା ବା ଭାବ ବା ଅନ୍ୟକୁ କେଉଁଆଡେ ଯାଉଛ ବା କଣ କରୁଛ ପଚରାଉଚରାରେ ବିତୁଥିବା ତୁଚ୍ଛ ସମୟ
							ଉଦାହରଣ : 
							ପ୍ରତ୍ୟେକ କଥାରେ ପଚରାଉଚରା କାହାକୁ ଭଲ ଲାଗିନଥାଏ
							
ଅନ୍ୟ ଭାଷାରେ ଅନୁବାଦ :
An act of delaying or interrupting the continuity.
It was presented without commercial breaks.