ଅର୍ଥ : ବ୍ୟକ୍ତିର ଆୟୁର ଆରମ୍ଭରୁ ପଚିଶ ବର୍ଷର ସମୟାବଧି
							ଉଦାହରଣ : 
							ମହେଶ ପଚିଶା ପାର କରିଗଲାଣି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ପ୍ରକାରର ପଚିଶଟି ବସ୍ତୁର ସମାହାର
							ଉଦାହରଣ : 
							ବେତାଳ ପଚିଶାରେ ପଚିଶଟି କାହାଣୀ ଥାଏ
							
ଅନ୍ୟ ଭାଷାରେ ଅନୁବାଦ :