ଅର୍ଥ : କୌଣସି କାମ ଆଦି ପାଇଁ କଥା ପକ୍କା କରିବା
							ଉଦାହରଣ : 
							ସେ ଘରର ମୂଲ ଶସ୍ତାରେ ଛିଣ୍ଡାଇଲାପଚାଶ ଟଙ୍କାର ଜିନିଷକୁ ପଚିଶରେ ଦେବା ପାଇଁ  ମୋହନ  ଦୋକାନୀକୁ ପଟାଇଲା
							
ଅନ୍ୟ ଭାଷାରେ ଅନୁବାଦ :
Dispose of. Make a financial settlement.
settleଅର୍ଥ : ରାଜି କରାଇବା
							ଉଦାହରଣ : 
							ମୁଁ ଏହି କାର୍ଯ୍ୟ କରିବା ପାଇଁ ସୋହନକୁ ରାଜି କରେଇଲି
							
ସମକକ୍ଷ : ମନାଇବା, ରାଜି କରେଇବା
ଅନ୍ୟ ଭାଷାରେ ଅନୁବାଦ :
कोई कही हुई बात को मानने के लिए तैयार करना।
मैंने यह काम करने के लिए सोहन को मना लिया।ଅର୍ଥ : କୌଣସି ନିମ୍ନ ସ୍ଥାନକୁ ତାର ଆଖ ପାଖର ଧରାପୃଷ୍ଠ ସହିତ ସମାନ କରିବା
							ଉଦାହରଣ : 
							ଶହେ ମୂଲିଆ ସଡ଼କର ଗାତଗୁଡ଼ିକୁ ସମତୁଲ କରୁଛନ୍ତି
							
ସମକକ୍ଷ : ସମତୁଲ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी निचले स्थान को उसके आस-पास के धरातल के बराबर करना।
सैकड़ों मज़दूर सड़क के गड्ढों को पाट रहे हैं।