ଅର୍ଥ : ଯେଉଁ ପୋଖରୀ ବା ଗାଡ଼ିଆରେ ବହୁତ ପଦ୍ମ ଫୁଲ ଅଛି
							ଉଦାହରଣ : 
							ପଦ୍ମ ପୋଖରୀ ସମୀପରେ ଜଣେ ଋଷିଙ୍କ ଆଶ୍ରମ ଅଛି
							
ସମକକ୍ଷ : ପଦ୍ମ ପୋଖରୀ, ପଦ୍ମ ସରୋବର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଦ୍ମ ସମୂହ
							ଉଦାହରଣ : 
							ପଦ୍ମ ସମୂହ କାରଣରୁ ଏହି ପୋଖରୀର ଶୋଭା ବଢ଼ିଯାଇଛି
							
ସମକକ୍ଷ : ପଦ୍ମ ପୂର୍ଣ୍ଣ, ପଦ୍ମ ସମୂହ
ଅନ୍ୟ ଭାଷାରେ ଅନୁବାଦ :