ଅର୍ଥ : ପରମ୍ପରାବାଦକୁ ମାନୁଥିବା ବ୍ୟକ୍ତି
							ଉଦାହରଣ : 
							ପରମ୍ପରାବାଦୀମାନଙ୍କ ସହ ମୋର କିଛି ବିବାଦ ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
परंपरावाद को मानने वाला व्यक्ति।
परंपरावादियों से मेरा कोई विवाद नहीं है।ଅର୍ଥ : ପରମ୍ପରାବାଦକୁ ମାନୁଥିବା ବ୍ୟକ୍ତି
							ଉଦାହରଣ : 
							ମୁଁ ଏକ ପରମ୍ପରାବାଦୀ ପରିବାରରୁ ଆସିଛି
							
ଅନ୍ୟ ଭାଷାରେ ଅନୁବାଦ :
परंपरावाद को मानने वाला।
मैं एक परंपरावादी परिवार में पली-बढ़ी हूँ।