ଅର୍ଥ : ପିନ୍ଧିବା ବସ୍ତ୍ର
							ଉଦାହରଣ : 
							ଆଜି ବିଦ୍ୟାଳୟରେ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
A covering designed to be worn on a person's body.
article of clothing, clothing, habiliment, vesture, wear, wearableଅର୍ଥ : ପିନ୍ଧିବା ବା ଧାରଣ କରିବା କ୍ରିୟା
							ଉଦାହରଣ : 
							ଧୋତୀ ପିନ୍ଧିବା ପରେ ପଣ୍ଡିତଜୀ ଆସନ ଉପରେ ବସିଲେ
							
ସମକକ୍ଷ : ପିନ୍ଧିବା
ଅନ୍ୟ ଭାଷାରେ ଅନୁବାଦ :