ଅର୍ଥ : ପଳାଇ ଯାଇଥିବା
							ଉଦାହରଣ : 
							ପୋଲିସ ଫେରାର ଅପରାଧୀମାନଙ୍କୁ ଅନ୍ୱେଷଣ କରୁଛି  ପୋଲିସ ଗ୍ରାହକମାନଙ୍କଠାରୁ ପଇସା ନେଇ ଚମ୍ପଟ ହୋଇଥିବା ବ୍ୟକ୍ତିଙ୍କୁ ଅନ୍ୱେଷଣ କରୁଛି
							
ସମକକ୍ଷ : ଚମ୍ପଟ, ପଳାୟମାନ, ଫେରାର
ଅନ୍ୟ ଭାଷାରେ ଅନୁବାଦ :
Having escaped, especially from confinement.
A convict still at large.