ଅର୍ଥ : ବିନା ଅଧିକାରରେ କୌଣସି ଜାଗାରେ ପହଞ୍ଚିଯିବା
							ଉଦାହରଣ : 
							ଗୋଟିଏ ଚୋର ଅଗଣାରେ ପଶିଛି
							
ସମକକ୍ଷ : ଅନୁପ୍ରବେଶ କରିବା, ପଶିବା, ପ୍ରବେଶ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ବୁଲାଣି ଯୋଗୁଁ ଘେରରେ ପଡ଼ିଯିବା
							ଉଦାହରଣ : 
							ସୂତା ଅଡ଼ୁଆ ହୋଇଗଲା
							
ସମକକ୍ଷ : ଅଡ଼ୁଆ ହୋଇଯିବା
ଅନ୍ୟ ଭାଷାରେ ଅନୁବାଦ :