ଅର୍ଥ : ଯେଉଁ ସିପାହୀ ପାଖରେ ଘୋଡ଼ା ବା ଅନ୍ୟ କୌଣସି ବାହନ ନ ଥାଏ
							ଉଦାହରଣ : 
							ସେନା ଆକ୍ରମଣ ସମୟରେ ଶତ୍ରୁପକ୍ଷର ଶହଶହ ପଦାତିକ ମୃତାହତ ହେଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବାହାନ ଉପରେ ନଚଢ଼ି ଭୂଇଁରେ ରହି ଯୁଦ୍ଧ କରୁଥିବା ସେନାଦଳ
							ଉଦାହରଣ : 
							ପ୍ରାଚୀନ କାଳର ଯୁଦ୍ଧରେ ପଦାତିକମାନଙ୍କର ବଡ଼ ମହତ୍ୱ ଥିଲା
							
ଅନ୍ୟ ଭାଷାରେ ଅନୁବାଦ :
वह सेना जिसका सैनिक किसी वाहन पर सवार नहीं होता है अपितु भूमि पर रहकर युद्ध करता है।
प्राचीन काल में युद्ध में पैदल सेना का बड़ा महत्व होता था।