ଅର୍ଥ : ଏକ ପ୍ରକାରର ବ୍ରେଡ଼
							ଉଦାହରଣ : 
							ମୁମ୍ବାଇରେ ବହୁତ ଲୋକ ବଡ଼ା-ପାୱ ଖାଇ ଜୀବନ ନିର୍ବାହ କରନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
Food made from dough of flour or meal and usually raised with yeast or baking powder and then baked.
bread, breadstuff, staff of lifeଅର୍ଥ : ମଇଦା ବା ଅଟାକୁ ଛାଞ୍ଚରେ ପକାଇ ଭାଟିରେ ସେକି ତିଆରି କରାଯାଉଥିବା ଏକ ଖାଦ୍ୟ ପଦାର୍ଥ
							ଉଦାହରଣ : 
							ବଜାରରେ ବିଭିନ୍ନ ପ୍ରକାରର ପାଉଁରୁଟି ମିଳେ
							
ସମକକ୍ଷ : ବ୍ରେଡ
ଅନ୍ୟ ଭାଷାରେ ଅନୁବାଦ :
Food made from dough of flour or meal and usually raised with yeast or baking powder and then baked.
bread, breadstuff, staff of life