ଅର୍ଥ : ରାନ୍ଧିବା ବା ତିଆରି କରିବା ପ୍ରକ୍ରିୟା
							ଉଦାହରଣ : 
							ମାଙ୍କୁ ରୋଷେଇରୁ କେବେ ହେଲେ ଫୁରସତ ମିଳେନାହିଁ
							
ସମକକ୍ଷ : ରନ୍ଧାରନ୍ଧି, ରାନ୍ଧଣା, ରୋଷେଇ
ଅନ୍ୟ ଭାଷାରେ ଅନୁବାଦ :
The act of preparing something (as food) by the application of heat.
Cooking can be a great art.