ଅର୍ଥ : ଆଖପାଖରୁ ଚାରିପଟେ
							ଉଦାହରଣ : 
							ମନୋହର ଆମ ଘର ଆଖପାଖରେ ହିଁ ରହୁଛି
							
ସମକକ୍ଷ : ଆଖପାଖରେ
ଅନ୍ୟ ଭାଷାରେ ଅନୁବାଦ :
चारों ओर नज़दीक में।
मनोहर मेरे घर के आस-पास ही रहता है।ଅର୍ଥ : କଳ୍ପନାର ଆଧାରରେ
							ଉଦାହରଣ : 
							ସେ କବୀରକୁ ଆନୁମାନିକ ଚାରିକିଲୋ ଅଟା ଦେଲା
							
ସମକକ୍ଷ : ଅନୁମାନତ, ଅନ୍ଦାଜ, ଆନୁମାନିକ, ପ୍ରାୟ
ଅନ୍ୟ ଭାଷାରେ ଅନୁବାଦ :
(of quantities) imprecise but fairly close to correct.
Lasted approximately an hour.