ଅର୍ଥ : ଯେଉଁ ଛୁଆଁ ରୋଗ ହେଲେ ଚର୍ମ ଉପରେ ଛୋଟ ଛୋଟ ଫୋଟକା ବାହାରେ
							ଉଦାହରଣ : 
							ହାଡ଼ଫୁଟି ରୋଗୀକୁ ସଦାବେଳେ ପରିଷ୍କାର ସ୍ଥାନରେ ରଖିବା ଦରକାର
							
ସମକକ୍ଷ : ବସନ୍ତ, ହାଡଫୁଟି, ହାଡଫୁଟି ମା
ଅନ୍ୟ ଭାଷାରେ ଅନୁବାଦ :
An acute contagious disease caused by herpes varicella zoster virus. Causes a rash of vesicles on the face and body.
chickenpox, varicella