ଅର୍ଥ : ପତ୍ନୀର ନିଜ ସ୍ୱାମୀଙ୍କ ଉପରେ ଅନନ୍ୟ ପ୍ରୀତି ଏବଂ ଭକ୍ତି
							ଉଦାହରଣ : 
							ଭାରତୀୟ ସଧବାମାନେ ପାତିବ୍ରତ୍ୟ ପାଳନ କରନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପତିବ୍ରତା ହେବାର ଭାବ ବା ଅବସ୍ଥା
							ଉଦାହରଣ : 
							ସାବିତ୍ରୀ ତାଙ୍କ ପାତିବ୍ରତ୍ୟ କାରଣରୁ ଆଜି ବି ପ୍ରସିଦ୍ଧ
							
ଅର୍ଥ : ସ୍ତ୍ରୀର ପତିବ୍ରତ
							ଉଦାହରଣ : 
							ନିଜ ପାତିବ୍ରତ୍ୟର ରକ୍ଷା ନିଜ ହାତରେ ହିଁ ରହିଛି
							
ଅନ୍ୟ ଭାଷାରେ ଅନୁବାଦ :