ଅର୍ଥ : ଭବସାଗରକୁ ପାରହେବା ବା ସଦ୍ଗତି ପ୍ରାପ୍ତହେବା
							ଉଦାହରଣ : 
							ମୁମୁକ୍ଷୁ ହିଁ ଏଠାରୁ ତରନ୍ତି
							
ସମକକ୍ଷ : ଉଦ୍ଧାରପାଇବା, ତରିବା, ସଦ୍ଗତି ପ୍ରାପ୍ତହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପାର କରିବା
							ଉଦାହରଣ : 
							ମୁଁ ବଡ କଷ୍ଟରେ ନଦୀ ପାରହେଲି
							
ଅନ୍ୟ ଭାଷାରେ ଅନୁବାଦ :