ଅର୍ଥ : କୌଣସି ଅଙ୍କର ଏକକର ଚଉଠ ଭାଗକୁ ଦର୍ଶାଉ ଥିବା ସିଧା ରେଖା
							ଉଦାହରଣ : 
							କୌଣସି ସଂଖ୍ୟାର ସମସ୍ତ ଭାଗ ଦେଖେଇବାପାଇଁ  ସେହି ସଂଖ୍ୟାର ଆଗରେ ଏକ ପାହି ଲଗାଇ ଦିଅନ୍ତି
							
ସମକକ୍ଷ : ପାହି
ଅନ୍ୟ ଭାଷାରେ ଅନୁବାଦ :
किसी अंक के इकाई का चौथा भाग प्रकट करनेवाली सीधी खड़ी रेखा।
किसी संख्या का सवा भाग दिखाने के लिए उस संख्या के आगे एक पाई लगा देते हैं।ଅର୍ଥ : ପଇସାର ତିନିଭାଗରୁ ଏକଭାଗ ମୂଲ୍ୟର ଏକ ଛୋଟ ମୁଦ୍ରା
							ଉଦାହରଣ : 
							ଆଜିକାଲି ପାହୁଲାର ପ୍ରଚଳନ ଶେଷ ହୋଇଯାଇଛି
							
ଅନ୍ୟ ଭାଷାରେ ଅନୁବାଦ :