ଅର୍ଥ : ଛୋଟ ଗଣ୍ଠିଳି
							ଉଦାହରଣ : 
							ସୁଦାମା ପୁଟୁଳିରେ ବନ୍ଧା ହୋଇଥିବା ଖୁଦକୁ ଶ୍ରୀକୃଷ୍ଣଙ୍କଠୁ ଲୁଚେଇ ରଖିଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାତ୍ରା ସମୟରେ ବ୍ୟବହାରରେ ଆସୁଥିବା ଥଳି
							ଉଦାହରଣ : 
							ଯାତ୍ରୀଥଳିରେ ଯାତ୍ରା ସମ୍ବନ୍ଧୀୟ ଜିନିଷ ରଖିଦିଅ
							
ଅନ୍ୟ ଭାଷାରେ ଅନୁବାଦ :