ଅର୍ଥ : ମହାରାଷ୍ଟ୍ରର ଯେଉଁ କିଲ୍ଲାଠାରେ ମୁରାରବାଜୀ ଦିଲେରଖାନକୁ ହରାଇଥିଲେ
							ଉଦାହରଣ : 
							ଆମ୍ଭେମାନେ ପୁରନ୍ଦର କିଲ୍ଲା ବୁଲି  ଯାଇଥିଲୁ
							
ସମକକ୍ଷ : ପୁରନ୍ଦର କିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
महाराष्ट्र में स्थित वह किला जहाँ मुरारबाजी ने दिलेरखान को हराया था।
हमलोग पुरंदर किला देखने गए थे।