ଅର୍ଥ : ଫୁଲର ବଗିଚା
							ଉଦାହରଣ : 
							ଏହି ପୁଷ୍ପଉପବନ ବିଭିନ୍ନ ପ୍ରକାର ଫୁଲରେ ଭରିଯାଇଛି
							
ସମକକ୍ଷ : ପୁଷ୍ପବାଟିକା, ଫୁଲବଗିଚା, ଫୁଲବାଡ଼ି
ଅନ୍ୟ ଭାଷାରେ ଅନୁବାଦ :
फूलों का बगीचा।
यह फुलवारी विभिन्न प्रकार के फूलों से भरा हुआ है।A garden featuring flowering plants.
flower garden