ଅର୍ଥ : କୌଣସି ବୃକ୍ଷଲତାକୁ ଫୁଲଯୁକ୍ତ କରିବା ବା ଯେପରି କଲେ ସେଥିରେ ଫୁଲ ଆସିବ
							ଉଦାହରଣ : 
							ବସନ୍ତ ଋତୁ କିଛି ବୃକ୍ଷଲତାକୁ ପୁଷ୍ପିତ କରେ
							
ସମକକ୍ଷ : ପୁଷ୍ପିତ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी वनस्पति को फूलों से युक्त करना या ऐसा करना कि उसमें फूल आ जाएँ।
वसंत कुछ वनस्पतियों को खिला देता है।