ଅର୍ଥ : ଫୁଲରୂପରେ ବିକଶିତ କରିବା ବା ଫୁଲ ଫୁଟିବାପାଇଁ ପ୍ରବୃତ୍ତ କରିବା
							ଉଦାହରଣ : 
							ସୂର୍ଯ୍ୟଙ୍କ କିରଣ ଅନେକ ଫୁଲ ଫୁଟାଏ
							
ସମକକ୍ଷ : ପ୍ରସ୍ଫୁଟିତ କରିବା, ଫୁଟାଇବା
ଅନ୍ୟ ଭାଷାରେ ଅନୁବାଦ :
पुष्प के रूप में विकसित करना या पुष्पों को खिलने में प्रवृत्त करना।
सूर्य की किरणें कुछ फूलों को खिलाती हैं।ଅର୍ଥ : କୌଣସି ବୃକ୍ଷଲତାକୁ ଫୁଲଯୁକ୍ତ କରିବା ବା ଯେପରି କଲେ ସେଥିରେ ଫୁଲ ଆସିବ
							ଉଦାହରଣ : 
							ବସନ୍ତ ଋତୁ କିଛି ବୃକ୍ଷଲତାକୁ ପୁଷ୍ପିତ କରେ
							
ସମକକ୍ଷ : ପୁଷ୍ପବିମଣ୍ଡିତ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी वनस्पति को फूलों से युक्त करना या ऐसा करना कि उसमें फूल आ जाएँ।
वसंत कुछ वनस्पतियों को खिला देता है।