ଅର୍ଥ : ଉପର ବା ଧାର ପର୍ଯ୍ୟନ୍ତ ବା ସଂପୂର୍ଣ୍ଣ ଭାବରେ
							ଉଦାହରଣ : 
							କୂଅରେ ପାଣି ପୂରାପୂରି ଭରି ଯାଇଛି
							
ସମକକ୍ଷ : ସଂପୂର୍ଣ୍ଣରୂପେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୂରାପୂରି
							ଉଦାହରଣ : 
							ମହେଶର ଏହି କାର୍ଯ୍ୟାଳୟ ଉପରେ ସଂପୂର୍ଣ୍ଣ  ନିୟନ୍ତ୍ରଣ ରହିଛି  ସେ ମୋ କାମରେ ପୂରାପୂରି ଖୁସି
							
ସମକକ୍ଷ : ସଂପୂର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :