ଅର୍ଥ : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି
							
ସମକକ୍ଷ : ପୂରାଇବା, ବୋଝେଇକରିବା, ଭରିବା, ଭର୍ତ୍ତିକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
							ଉଦାହରଣ : 
							ପ୍ରଥମେ ଏହି କାମ ଶେଷ କର
							
ସମକକ୍ଷ : ପୂରା କରିବା, ଶେଷ କରିବା, ସମାପ୍ତ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी काम या वस्तु आदि का अंत करना।
पहले यह काम खत्म करो।