ଅର୍ଥ : ଗୋସେଇଁ ବାପା, ପଣ ଗୋସେଇଁ ବାପାଆଦି ଯେଉଁମାନେ ଆଗରୁ ଥିଲେ
							ଉଦାହରଣ : 
							ରାମ କୃଷ୍ଣଆଦି ଆମର ପୂର୍ବଜ ଥିଲେ
							
ସମକକ୍ଷ : ପୂର୍ବଜ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବ୍ୟକ୍ତିର ମୃତ ପିତା, ମାତା, ବୁଢ଼ାବାପା, ବୁଢ଼ୀମା,ଗୋସେଇଁବାପାଆଦି ପୂର୍ବପୁରୁଷ
							ଉଦାହରଣ : 
							ପିତୃପକ୍ଷରେ ପିତୃପୁରୁଷମାନଙ୍କ ତର୍ପଣ କରାଯାଏ
							
ଅନ୍ୟ ଭାଷାରେ ଅନୁବାଦ :