ଅର୍ଥ : ସଭାର ଅଧିବେଶନ ବା ଉତ୍ସବ ଆଦି ପାଇଁ ତିଆରି ହୋଇଥିବା ତମ୍ବୁ
						 
						 
					
							ଉଦାହରଣ : 
							ଦୟାକରି ଆପଣ ମାନେ ସଭାପତିଙ୍କ ପ୍ରସ୍ଥାନ ପରେ ହିଁ ପେଣ୍ଡାଲ ଛାଡ଼ନ୍ତୁ
							
					
							ସମକକ୍ଷ : 
							ମଞ୍ଚ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												सभा के अधिवेशन या उत्सव आदि के लिए बनाया हुआ तंबू या खेमा।
												कृपया आप लोग सभापति के प्रस्थान के बाद ही पंडाल छोड़ें।
														
													पंडाल