ଅର୍ଥ : ଗୋଟିଏ ଛୋଟ ଗଛ ମଞ୍ଜି ଯେଉଁଥିରୁ ତେଲ ବାହାରେ
							ଉଦାହରଣ : 
							ଖେତରେ ଅଳସୀ ଲହରୀ ମାରୁଛି
							
ଅନ୍ୟ ଭାଷାରେ ଅନୁବାଦ :
Plant of the genus Linum that is cultivated for its seeds and for the fibers of its stem.
flaxଅର୍ଥ : ଶରୀର ମଧ୍ୟରେ ଥିବା ମାଂସରେ ଏକ ପ୍ରକାର ମାଂସାଳଗଣ୍ଠି ଯାହାଦ୍ୱାରା ଅଙ୍ଗଗୁଡ଼ିକର ସଞ୍ଚାଳନ ହୋଇଥାଏ
							ଉଦାହରଣ : 
							ପେଶୀକୋଷଦ୍ୱାରା ପେଶୀର ନିର୍ମାଣ ହୋଇଥାଏ
							
ସମକକ୍ଷ : ମାଂସପେଶୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପାଉଁଶିଆ ବା କଳା ରଙ୍ଗର ଏକ ମଞ୍ଜି ଯେଉଁଥିରୁ ତେଲ ବାହାରେ
							ଉଦାହରଣ : 
							ପେଶୀ ଲଡ଼ୁ ସ୍ୱାସ୍ଥ୍ୟପାଇଁ ହିତକାରକ
							
ଅନ୍ୟ ଭାଷାରେ ଅନୁବାଦ :