ଅର୍ଥ : ସମସ୍ତ ଘରକରଣା ସାମଗ୍ରୀ
							ଉଦାହରଣ : 
							ଖରାଦିନ ଛୁଟି ହେଲାକ୍ଷଣି ସେ ନିଜର ପେଡ଼ିପୁଟୁଳା ବାନ୍ଧି ଘରକୁ ଫେରିଲା
							
ସମକକ୍ଷ : ଆସବାବପତ୍ର, ଘର କରଣା ସାମଗ୍ରୀ
ଅନ୍ୟ ଭାଷାରେ ଅନୁବାଦ :
घर गृहस्थी का सारा सामान।
गर्मी की छुट्टी होते ही वह अपना बोरिया-बिस्तर बाँधकर घर के लिए प्रस्थान किया।