ଅର୍ଥ : ନିଆଁ ସମ୍ପର୍କରୁ ଜଳୁଥିବା କିମ୍ବା ଗରମପବନ ହେଉଥିବାର ରୂପ
							ଉଦାହରଣ : 
							ଚୁଲିରେ ନିଆଁ ଜଳୁଛି
							
ଅନ୍ୟ ଭାଷାରେ ଅନୁବାଦ :
Start to burn or burst into flames.
Marsh gases ignited suddenly.ଅର୍ଥ : ଲଙ୍କାଆଦି ବସ୍ତୁର ଜିଭ ବା ଶରୀର ଉପରେ ହେଉଥିବା ତୀବ୍ର ଅନୁଭବ
							ଉଦାହରଣ : 
							ରାଗ ଖାଇବାରୁ ମୋ ଜିଭ ପୋଡ଼ୁଛି
							
ସମକକ୍ଷ : ଜଳିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସିଝିବାର କାମ କରିବା
							ଉଦାହରଣ : 
							ଟାଣଖରା ଆମକୁ ସିଝାଇଦେଲା  ନିଆଁ ପାଖରେ ଠିଆହୋଇ ଆପଣ ଆପଣଙ୍କ କପଡ଼ା ପୋଡ଼ିଦେଲେ
							
ସମକକ୍ଷ : ସିଝିବା
ଅନ୍ୟ ଭାଷାରେ ଅନୁବାଦ :