ଅର୍ଥ : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
							ଉଦାହରଣ : 
							ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦେବମୂର୍ତ୍ତିର ସ୍ଥାପନା
							ଉଦାହରଣ : 
							ପ୍ରତିଷ୍ଠା ସମୟରେ ମନ୍ଦିରକୁ ବହୁତ ଲୋକ ଆସିଲେ
							
ଅନ୍ୟ ଭାଷାରେ ଅନୁବାଦ :