ଅର୍ଥ : ପ୍ରତ୍ୟେକ ବସ୍ତୁ ଓ ବିଷୟରେ ମନ ବା ବିବେକର ଅବଗତି
							ଉଦାହରଣ : 
							ତାଙ୍କର ସଂସ୍କୃତରେ ଭଲ ଜ୍ଞାନ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ହାଲୁକା ସଂଯୋଗ ବା ଅବସ୍ଥା
							ଉଦାହରଣ : 
							ତା କବିତାରେ ଛାୟାବାଦର ଆଭାସ ମିଳେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦେଣନେଣର ଲେଖା ବା ପ୍ରାମାଣିକତା
							ଉଦାହରଣ : 
							ବ୍ୟବସାୟୀକୁ ନିଜର ବିଶ୍ୱସ୍ତତା ବଜାୟ ରଖିବା ଉଚିତ
							
ସମକକ୍ଷ : ବିଶ୍ୱସ୍ତତା
ଅନ୍ୟ ଭାଷାରେ ଅନୁବାଦ :