ଅର୍ଥ : ବହୁତ ଭିତରୁ ବା ଯେତେ ଜଣ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତି
							ଉଦାହରଣ : 
							ସେ ପ୍ରତ୍ୟେକଙ୍କ ପାଖକୁ ଯାଇ ଚାନ୍ଦା ଏକତ୍ରିତ କଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନେକଙ୍କ ମଧ୍ୟରୁ ବା ଯେତେ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ
							ଉଦାହରଣ : 
							ପ୍ରତ୍ୟେକ ବ୍ୟକ୍ତିର ପରୀକ୍ଷଣ କରାଯିବ
							
ସମକକ୍ଷ : ପ୍ରତ୍ୟେକ ଜଣ, ସବୁ
ଅନ୍ୟ ଭାଷାରେ ଅନୁବାଦ :
(used of count nouns) each and all of the members of a group considered singly and without exception.
Every person is mortal.