ଅର୍ଥ : ସମ୍ପୂର୍ଣ୍ଣ ଜାତିର ଏକ ରାଗ
							ଉଦାହରଣ : 
							ପ୍ରଦୀପ ରାଗ ତୃତୀୟ ପ୍ରହରରେ ଗାନ କରାଯାଏ
							
ସମକକ୍ଷ : ପ୍ରଦୀପ ରାଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧାତୁ, ମାଟି ଇତ୍ୟାଦିର ଏକ ପାତ୍ର ଯେଉଁଥିରେ ତେଲଢାଳି ଓ ସଳିତା ପକାଇ ଆଲୋକିତ କରିବାପାଇଁ ବତୀ ଜଳାଯାଏ
							ଉଦାହରଣ : 
							ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ
							
ଅନ୍ୟ ଭାଷାରେ ଅନୁବାଦ :