ଅର୍ଥ : କାହାରିକୁ କରିବାପାଇଁ ପ୍ରବୃତ୍ତ କରିବା
							ଉଦାହରଣ : 
							ଠିକାଦାର ଶ୍ରମିକଙ୍କଦ୍ୱାରା କାମ କରାଉଛି
							
ସମକକ୍ଷ : କରାଇବା, ପ୍ରବୃତ୍ତ କରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରିକୁ ଉତ୍ତେଜିତ କରିବା
							ଉଦାହରଣ : 
							ରାମୁ ଘନଶ୍ୟାମଦ୍ୱାରା ମୋତେ ଉସ୍କେଇଲା ଆଉ ମୁଁ ମନୋହର ସହିତ ଝଗଡ଼ାକଲି
							
ସମକକ୍ଷ : ଉତ୍ସାହିତ କରିବା, ଉସ୍କେଇବା, ପ୍ରବର୍ତ୍ତେଇବା, ମତାଇବା, ମତେଇବା
ଅନ୍ୟ ଭାଷାରେ ଅନୁବାଦ :