ଅର୍ଥ : ଯାହା ପ୍ରମାଣଦ୍ୱାରା ସିଦ୍ଧ ନ ହୁଏ
							ଉଦାହରଣ : 
							ପ୍ରମାଣରହିତ ବକ୍ତବ୍ୟକୁ କିଏ ବିଶ୍ୱାସ କରିବ?
							
ସମକକ୍ଷ : ଅପ୍ରମାଣିକ, ପ୍ରମାଣରହିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ପ୍ରମାଣ ଦ୍ୱାରା ସିଦ୍ଧ କରିହେବ ନାହିଁ
							ଉଦାହରଣ : 
							ଅପ୍ରମାଣିତ ଅପରାଧର ଦଣ୍ଡ ଆପଣ କିପରି ଦେବେ?
							
ସମକକ୍ଷ : ଅପ୍ରମାଣିତ, ପ୍ରମାଣବିହୀନ
ଅନ୍ୟ ଭାଷାରେ ଅନୁବାଦ :