ଅର୍ଥ : ସଂସାରର ପ୍ରକୃତିରେ ଲୀନ ହୋଇ ଧ୍ୱଂସ ହେବା କ୍ରିୟା ଯାହା ଦୀର୍ଘ ଦିନ ପରେ ହୁଏ ଏବଂ ଯାହାପରେ ପୁଣି ନୂଆ ସୃଷ୍ଟି ହୁଏ
							ଉଦାହରଣ : 
							ସବୁ ଧର୍ମରେ ଏହା ବିଚାରକରାଯାଏ ଯେ ପ୍ରଳୟ ଦିନ ଏହି ସୃଷ୍ଟି ଶେଷ ହୋଇଯିବ
							
ସମକକ୍ଷ : ଅନ୍ତ, ବିନାଶ, ମହାଧ୍ୱଂସ, ଯୁଗାନ୍ତ, ଯୁଗାନ୍ତକମହାପ୍ରଳୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ଦିନ ବ୍ୟବଧାନରେ ସମଗ୍ର ସଂସାରରେ ହେଉଥିବା ବନ୍ୟା ଯାହା ପ୍ରଳୟଭାବେ ଗଣ୍ୟ ହୁଏ
							ଉଦାହରଣ : 
							ହିନ୍ଦୁମାନଙ୍କ ଅନୁସାରେ ବୈବସ୍ୱତ ମନୁକ ସମୟରେ ଏବଂ ଖ୍ରୀଷ୍ଟିୟାନ, ମୁସଲମାନଆଦିଙ୍କ ଅନୁସାରେ ହଜରତ ନୋହାଙ୍କ ସମୟରେ ଏଭଳି ଜଳପ୍ଳାବନ ଆସିଥିଲା
							
ଅନ୍ୟ ଭାଷାରେ ଅନୁବାଦ :