ଅର୍ଥ : ସ୍ୱେଚ୍ଛାରେ ଗତି କରୁଥିବା ଜୀବ
							ଉଦାହରଣ : 
							ପୃଥିବୀରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପେଟେଇ ଚାଲୁଥିବା ଅମେରୁଦଣ୍ଡୀ ପ୍ରାଣୀ
							ଉଦାହରଣ : 
							ସାପ, ଝିଟିପିଟି, କଇଁଚଆଦି ସରୀସୃପ ପ୍ରାଣୀ
							
ଅନ୍ୟ ଭାଷାରେ ଅନୁବାଦ :
रेंगकर चलने वाला असमतापी कशेरुकी।
साँप, छिपकली, कछुआ आदि सरीसृप जीव हैं।ଅର୍ଥ : ସଜୀବ ପ୍ରାଣୀ ବା ଯେଉଁଥିରେ ପ୍ରାଣ ଅଛି
							ଉଦାହରଣ : 
							ପୃଥିବୀ ଉପରେ ବିଭିନ୍ନ ପ୍ରକାର ଜୀବ ମିଳନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସମସ୍ତ ଜୀବିତ ଜନ୍ତୁ ସମୁଦାୟର ବିଶେଷ ଅବଧି ବା କ୍ଷେତ୍ର
							ଉଦାହରଣ : 
							ସେ ଭାରତର ଜନ୍ତୁଙ୍କ ଉପରେ ଅଧ୍ୟୟନ କରୁଛି
							
ଅନ୍ୟ ଭାଷାରେ ଅନୁବାଦ :
एक विशेष अवधि या क्षेत्र के सभी जीवित जंतु समुदाय।
वह भारत के जंतुओं का अध्ययन कर रहा है।