ଅର୍ଥ : ଭୁତପ୍ରେତ ଆଦି ପ୍ରଭାବରୁ ହେଉଥିବା ଶାରିରୀକ କଷ୍ଟ
							ଉଦାହରଣ : 
							ପ୍ରେତବାଧା ଦୂର କରିବା ପାଇଁ ଗୁଣିଆକୁ ଡକାଗଲା
							
ସମକକ୍ଷ : ଭୂତପ୍ରେତବାଧା, ଭୂତବାଧା
ଅନ୍ୟ ଭାଷାରେ ଅନୁବାଦ :
भूत-प्रेत आदि के कारण होने वाला शारीरिक कष्ट।
प्रेतबाधा दूर करने के लिए ओझाजी को बुलाया गया।