ଅର୍ଥ : ବାଉଁଶ, କାଠ, ଧାତୁଆଦିରେ ତିଆରି ଚେୟାର, ମେଜ, ଖଟଆଦି
							ଉଦାହରଣ : 
							ମୋତେ ଘରପାଇଁ ନୂଆ ଆସବାବପତ୍ର କିଣିବାକୁ ଅଛି
							
ସମକକ୍ଷ : ଆସବାବପତ୍ର
ଅନ୍ୟ ଭାଷାରେ ଅନୁବାଦ :
Furnishings that make a room or other area ready for occupancy.
They had too much furniture for the small apartment.