ଅର୍ଥ : କଢ଼ର ଫୁଲ ରୂପକୁ ବଦଳିବା
							ଉଦାହରଣ : 
							ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
							
ସମକକ୍ଷ : ଖେଳିଯିବା, ପ୍ରସ୍ଫୁଟିତ ହେବା, ଫୁଟିବା, ବିକଶିତ ହେବା
ଅନ୍ୟ ଭାଷାରେ ଅନୁବାଦ :
कली का फूल के रूप में बदलना।
सूर्य का प्रकाश मिलते ही अनेक कलियाँ खिल गईं।