ଅର୍ଥ : ଆଘାତ, ରୋଗ କାରଣରୁ ଶରୀରର କୌଣସି ଅଙ୍ଗ (ଯନ୍ତ୍ରଣାସହ) ଫୁଲିବା
							ଉଦାହରଣ : 
							ମାଡ଼ ଲାଗିବାରୁ ତା ଆଣ୍ଠୁ ଫୁଲିଗଲା
							
ସମକକ୍ଷ : ସ୍ଫୀତ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁ ଭିତରେ ପବନ ବା ତରଳ ପଦାର୍ଥ ପଶି ତାହା ଅଧିକ ବଢିବା
							ଉଦାହରଣ : 
							ପାଣିରେ ବତୁରାଯାଇଥିବା ଚଣା ଫୁଲି ଯାଇଛି
							
ଅନ୍ୟ ଭାଷାରେ ଅନୁବାଦ :
किसी वस्तु के भीतर के भाग का हवा, तरल पदार्थ आदि के भर जाने से अधिक फैल जाना या बढ़ जाना।
यह गुब्बारा बहुत फूलता है।