ଅର୍ଥ : ସୁନ୍ଦର ଓ ବ୍ୟବସ୍ଥିତ ଢଙ୍ଗରେ କହିବା
							ଉଦାହରଣ : 
							ସେ ନିଜ ଅନୁଭୂତି ସମସ୍ତଙ୍କ ସାମ୍ନାରେ ବଖାଣିଲେ
							
ସମକକ୍ଷ : ବନେଇ ଚୁନେଇକରି କହିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିସ୍ତାର ପୂର୍ବକ କିଛି କହିବା
							ଉଦାହରଣ : 
							ସେ କାଲିର ଘଟଣା ବର୍ଣ୍ଣନା କରୁଥିଲେ
							
ସମକକ୍ଷ : ବର୍ଣ୍ଣନା କରିବା, ବୟାନ କରିବା
ଅନ୍ୟ ଭାଷାରେ ଅନୁବାଦ :
विस्तारपूर्वक कुछ कहना।
वह कल की घटनाओं का वर्णन कर रहा था।Describe in vivid detail.
delineate