ଅର୍ଥ : ଯେଉଁ ଛୋଟ ମୁଣିରେ ଚୂନ, ଗୁଣ୍ଡି ଓ ଗୁଆ ଆଦି ରଖନ୍ତି
							ଉଦାହରଣ : 
							ମୋହନ ବଟୁଆରୁ ଗୁଣ୍ଡି ବାହାର କରି ଖାଉଛି
							
ଅନ୍ୟ ଭାଷାରେ ଅନୁବାଦ :
वह छोटी थैली जिसमें चूना, तंबाकू, सुपारी आदि रखते हैं।
मोहन पोतिया में से तंबाकू निकाल कर खा रहा है।ଅର୍ଥ : ଅନେକ କୋଠରି ଥିବା ଏକ ପ୍ରକାର ଛୋଟ ଥଳି
							ଉଦାହରଣ : 
							ମୋ ବଟୁଆରେ ମାତ୍ର ଶହେ ଟଙ୍କା ଅଛି
							
ସମକକ୍ଷ : ପର୍ସ
ଅନ୍ୟ ଭାଷାରେ ଅନୁବାଦ :