ଅର୍ଥ : ଟଙ୍କାପଇସାଆଦି ବଦଳାଇବା
							ଉଦାହରଣ : 
							ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
							
ସମକକ୍ଷ : ଖୁଚୁରାନଥିବା, ଭଙ୍ଗାଇବା, ଭାଙ୍ଗିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
							ଉଦାହରଣ : 
							ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
							
ସମକକ୍ଷ : ଆଣିବା, କରିବା, ପରିବର୍ତ୍ତନ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ଜିନିଷ ବଦଳରେ ଆଉଗୋଟିଏ ଜିନିଷ ନେବା କିମ୍ବା ଦେବା
							ଉଦାହରଣ : 
							ରମା ନିଜର ଫ୍ରିଜ୍ ବଦଳାଇ ଦେଲା
							
ସମକକ୍ଷ : ବଦଳେଇବା
ଅନ୍ୟ ଭାଷାରେ ଅନୁବାଦ :