ଅର୍ଥ : ଯେ ସବୁ କଥାରେ ସହାୟକ ବା ଶୁଭଚିନ୍ତକ
							ଉଦାହରଣ : 
							ପ୍ରକୃତ ବନ୍ଧୁର ପରୀକ୍ଷା ବିପଦ ସମୟରେ ହୋଇଥାଏ
							
ସମକକ୍ଷ : ବାନ୍ଧବ, ମିତ, ମିତ୍ର, ସଖା, ସଙ୍ଗୀ, ସହଚର, ସାଥୀ
ଅନ୍ୟ ଭାଷାରେ ଅନୁବାଦ :
प्रायः समान अवस्था का वह व्यक्ति जिससे स्नेहपूर्ण संबंध हो तथा जो सब बातों में सहायक और शुभचिन्तक हो।
सच्चे मित्र की परीक्षा आपत्ति-काल में होती है।A person you know well and regard with affection and trust.
He was my best friend at the university.ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
							ଉଦାହରଣ : 
							ବନ୍ଧୁର ପ୍ରତ୍ୟେକ ପାଦରେ ତିନିଟି ଭଗଣ ଏବଂ ଦୁଇଟି ଗୁରୁ ଥାଏ
							
ସମକକ୍ଷ : ବଂଧୁ
ଅନ୍ୟ ଭାଷାରେ ଅନୁବାଦ :