ଅର୍ଥ : ମୁମ୍ବାଇରେ ରହୁଥିବା ବ୍ୟକ୍ତି
							ଉଦାହରଣ : 
							ଆମ ଗାଁକୁ ଜଣେ ବମ୍ବେଇବାଲା ଆସିଛନ୍ତି
							
ସମକକ୍ଷ : ବମ୍ବେଇବାଲା, ମୁମ୍ବାଇଆ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବମ୍ବେର ବା ବମ୍ବେସହ ସମ୍ବନ୍ଧିତ
							ଉଦାହରଣ : 
							ଆମେସବୁ ବମ୍ବେଇଆ ଚାଲିଚଳଣି ସହ ଅଭ୍ୟସ୍ତ ହୋଇଗଲୁଣି
							
ସମକକ୍ଷ : ବମ୍ବେଇବାଲା, ମୁମ୍ବାଇଆ
ଅନ୍ୟ ଭାଷାରେ ଅନୁବାଦ :