ଅର୍ଥ : ବର୍ମା ଦେଶର ମୂଳ ନିବାସୀ
							ଉଦାହରଣ : 
							ପୋର୍ଟବ୍ଲେୟରସ୍ଥିତ ବୌଦ୍ଧ ମନ୍ଦିର ଆଜି ବି ବର୍ମୀୟମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରେ
							
ସମକକ୍ଷ : ବର୍ମୀୟ
ଅନ୍ୟ ଭାଷାରେ ଅନୁବାଦ :
बर्मा देश का मूल निवासी।
पोर्टब्लेयर स्थित बौद्ध मंदिर आज भी बर्मियों की याद ताज़ा किए है।A native or inhabitant of Myanmar.
burmese