ଅର୍ଥ : କାମରେ ଆସିବା ପରେ ମଧ୍ୟ କିଛି ବଳିଯିବା
							ଉଦାହରଣ : 
							ସବୁ ଆବଶ୍ୟକୀୟ ଜିନିଷ କିଣିବା ପରେ ମଧ୍ୟ ମୋ ପାଖରେ ତିନି ଶହ ଟଙ୍କା ବଳିଛି
							
ଅନ୍ୟ ଭାଷାରେ ଅନୁବାଦ :
Have left.
I have two years left.ଅର୍ଥ : ଚୂନାଆଦିକୁ ଗୋଲାକାର ରୂପକୁ ଆଣିବା
							ଉଦାହରଣ : 
							ଭାଉଜ ବେସନ ଲଡ଼ୁ ବଳୁଛନ୍ତି
							
ସମକକ୍ଷ : ଗୋଟଳା କରିବା, ବାନ୍ଧିବା
ଅନ୍ୟ ଭାଷାରେ ଅନୁବାଦ :
चूर्ण आदि को पिंड के रूप में लाना।
भाभी बेसन के लड्डू बाँध रही हैं।